ଆମ ଆକାଶ




ଆମ ଆକାଶ










୧- ସୌର ଜଗତର ମୁଖ୍ୟ କିଏ ?
ଉ: ସୂର୍ଯ୍ୟ ।

୨- ସୌର ଜଗତ କେଉଁ ମାନଙ୍କୁ ନେଇ ଗଠିତ ?
ଉ: ଗ୍ରହ , ସେମାନଙ୍କ ଉପଗ୍ରହ , ଗ୍ରହାନୂପୁଞ୍ଝ୍, ଧୂମକେତୁ ।
୩- ଗ୍ରହ କେତୋଟି ଓ ସେମାନଙ୍କର ନାମ କଣ ?
ଉ: ୯  ଟି ଯଥା - ବୁଧ , ଶୁକ୍ର ,ପୃଥିବୀ ,ମଙ୍ଗଳ ,ବୃହସ୍ପତି ,ଶନି , ୟୁରେନ୍ସ, ନେପଚ୍ୟୁନ୍ ଓ ପ୍ଲୁଟୋ ।
୪- ବୃହତ୍ତମ ଓ କ୍ଷୁଦ୍ରତମ ଗ୍ରହ କିଏ ?
ଉ: ବୃହସ୍ପତି ଓ ବୁଧ ।
୫- ବଳୟ ଗ୍ରହ କିଏ ?
ଉ: ଶନି ।
୬- କେଉଁ ଗ୍ରହକୁ ଲୋହିତ ଗ୍ରହ କୁହଯାଏ ?
ଉ: ମଙ୍ଗଳ ।
୭- କେଉଁ ଗ୍ରହ କୁ କୁଆଁ ତାରା କୁହାଯାଏ ?
ଉ: ଶୁକ୍ର ।
୮- କେଉଁ ଗ୍ରହ ଗୁଡ଼ିକୁ ଅନ୍ତଃଗ୍ରହ ଓ କେଉଁ ଗ୍ରହ ଗୁଡ଼ିକୁ ବହିଃ ଗ୍ରହ କୁହଯାଏ  ?
ଉ:ଅନ୍ତଃଗ୍ରହ - ବୁଧ, ଶୁକ୍ର ,ପୃଥିବୀ ଓ ମଙ୍ଗଳ ।  ବହିଃ ଗ୍ରହ -
ବୃହସ୍ପତି ,ଶନି , ୟୁରେନ୍ସ, ନେପଚ୍ୟୁନ୍ ଓ ପ୍ଲୁଟୋ ।


୯- ଅନ୍ତଃଗ୍ରହ ଗୁଡିକ କେଉଁଥିରେ ଗଠିତ ?
ଉ: ପ୍ରସ୍ତର ଓ ଧାତୁ
୧୦- ବହିଃ ଗ୍ରହ ସବୁ କେଉଁଥିରେ ଗଠିତ ?
ଉ: ଗ୍ୟାସ ଓ ବରଫ  ।

୧୧- ପୃଥିବୀର ଉପଗ୍ରହ କିଏ ?
ଉ: ଚନ୍ଦ୍ର ।

୧୨- କେଉଁ ଗ୍ରହର ଉପଗ୍ରହ ନାହିଁ ?
ଉ: ବୁଧ  ଓ ଶୁକ୍ର ।

୧୩- କେଉଁ ଗ୍ରହର ସର୍ବାଧିକ ଉପଗ୍ରହ ଅଛି ?
ଉ: ବୃହସ୍ପତି। ।
୧୪- ମଙ୍ଗଳର କେତୋଟି ଉପଗ୍ରହ ଅଛି ?
ଉ: ୨ ଟି ।
୧୫- ପ୍ଲୁଟୋ ର ଉପଗ୍ରହ ସଂଖ୍ୟା କେତେ ଓ ଏହାର ନାମ କ'ଣ କ'ଣ ?
ଉ: ୧, ଚାରନ୍  ।
୧୬- ପୃଥିବୀର ଆବର୍ତ୍ତନ କାଳ କେତେ ?
ଉ: ୨୩ ଘଣ୍ଟା ୫୬ ମିନିଟ୍ ୪୮ ସେକେଣ୍ଡ  ।

୧୭- ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ ?
ଉ: ୩୬୫ଦିନ ୬ ଘଣ୍ଟା ।
୧୮- ଚନ୍ଦ୍ରର ଆବର୍ତ୍ତନ କାଳ କେତେ ?
ଉ: ୨୭ ଦିନ ୭ ଘଣ୍ଟା ୪୩ ମିନିଟ୍ ୧୧.୪୭ ସେକେଣ୍ଡ ।
୧୯- ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣ ବଡ ?
ଉ: ପ୍ରାୟ - ୧୩ ଲକ୍ଷ ଗୁଣ  ।
୨୦- ସୂର୍ଯ୍ୟ ପୃଥିବୀ ଠାରୁ କେତେ ଦୂରରେ ଅବସ୍ଥିତ ?
ଉ: ପ୍ରାୟ ୧୫ କୋଟି କିଲୋମଟର ।
୨୧. ଆଲୋକ ବର୍ଷ କ’ଣ ?
ଉ: ନକ୍ଷତ୍ର ନିକ୍ଷତ୍ର ମଧ୍ୟରେ ଦୂରତା ମାପିବାର ଏକକ।
୨୨. ସୌର ଜଗତର ବୟସ କେତେ ?
ଉ: ପ୍ରାୟ ୫, ୧୦ ବର୍ଷ
୨୩. ପୃଥିବୀରେ ସୂର୍ଯ୍ୟ କିରଣ ପହଞ୍ଚିବାକୁ କେତେ ସମୟ ଲାଗେ ।
ଉ: ୮ମି. ୧୬.୬ ସେକେଣ୍ଡ ।
୨୪. ଚନ୍ଦ୍ର ଠାରୁ ପୃଥିବୀର ଦୂରତା କେତେ ?
ଉ: ୩ ଲକ୍ଷ ୮୪ ହଜାର କି.ମି. ।
୨୫. ଚନ୍ଦ୍ର ପୃଷ୍ଠାରେ କାହିଁକି ଶବ୍ଦ ଶୁଣି ହୁଏ ନାହିଁ ? -
ଉ: ସେଠାରେ ବାୟୁମଣ୍ଡଳ ନ ଥିବାରୁ ।
୨୬. କେଉଁ କାରଣରୁ ଗ୍ରହସବୁ କକ୍ଷ ଚ୍ୟୁତ ହୁଅନ୍ତି ନାହିଁ ?
ଉ: ସୂର୍ଯ୍ୟର ମହାକର୍ଷଣ ଶକ୍ତି ଯୋଗୁ ।
୨୭. କେଉଁ କେଉଁ ଗ୍ରହରେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି ?
ଉ: ଶୁକ୍ର ଓ ୟୁରେସ।
୨୮. ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ କାହିଁକି ?
ଉ: ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ ସମାନ ହେତୁ । ।
୨୯. ହ୍ୟାଲି ଙ୍କ ଧୂମକେତୁ କେତେ ବର୍ଷରେ ଥରେ ଦେଖାଯାଏ ? ୪-
ଉ: ୭୬ ବର୍ଷରେ ।
୩୦. ସୂର୍ଯ୍ୟ ନିଜ ଅକ୍ଷ ଚାରିପଟେ ଥରେ ଘୂରିବାକୁ କେତେ ସମୟ ନିଏ ?
ଉ: ୨୫.୩୮ ଦିନ ।
୩୧. ସୂର୍ଯ୍ୟ କେଉଁ ମୌଳିକ ପଦାର୍ଥ ଦ୍ବାରା ଗଠିତ ? -
ଉ: ଉଦ୍ ଜାନ ଓ ହିଲିୟମ ।
୩୨. ସୂର୍ଯ୍ୟର ବ୍ୟାସ କେତେ ?
ଉ: ୧୩୯ ୧୦୪୦ କି.ମି. ।
୩୩. ସପ୍ତର୍ଷି ମଣ୍ଡଳ କେଉଁ ୭ ଜଣ ଋଷିଙ୍କ ନାମାନୁସାରେ ହୋଇଛି ।
ଉ: କ୍ରତୁ, ପୁଲହ, ପୁଲସ୍ତ୍ୟ, ଅକ୍ରି ଅଙ୍ଗିରା, ମରିଚୀ ଓ ବଶିଷ୍ଠ ।
୩୪. ଚନ୍ଦ୍ରର ୧ ଦିନ ପୃଥିବୀର କେତେ ଦିନସହ ସମାନ ?
ଉ: ପ୍ରାୟ ୧୪ ଦିନ ।
୩୫. ପୂର୍ଣ୍ଣିମା ଓ ଅମାବାସ୍ୟା କିପରି ହୁଏ ?
ଉ: ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ଯୋଗୁ ।
୩୬. କେଉଁ ତିଥିରେ ଚନ୍ଦ୍ର ଗ୍ରହଣ ହୁଏ ?
ଉ: ପୂର୍ଣ୍ଣିମା ।
୩୭. କେଉଁ ତିଥିରେ ସୂର୍ଯ୍ୟ ପରାଗ ହୁଏ ?
ଉ: ଆମାବାସ୍ୟା।
୩୮. ସୂର୍ଯ୍ୟର ଉପରି ଭାଗର ତାପମାତ୍ରା କେତେ ? ।
ଉ: ପ୍ରାୟ ୬୦୦୦ ଡିଗ୍ରୀ ସେଲସିୟସ ।

୩୯. କେତେ ବର୍ଷରେ ଥରେ ସୌର କଳଙ୍କର ପରିବର୍ତ୍ତନ ହୁଏ ?
ଉ: ୧୦ ବର୍ଷ ।
୪୦. ମହାକାଶରେ ପୁଞ୍ଜିଭୂତ ତାରାକୁ କ’ଣ କୁହାଯାଏ ?
ଉ: ନକ୍ଷତ୍ର ପୁଞ୍ଜ ।
୪୧. ଅଗଣିତ ନକ୍ଷତ୍ର ପୁଞ୍ଜର ସମଷ୍ଟିକୁ କ’ଣ କୁହାଯାଏ ?
ଉ: ନିହାରିକା ବା ଛାୟାପଥ ।
୪୨. ଆମ ସୌର ଜଗତ କେଉଁ ନିହାରିକାର ଅନ୍ତର୍ଗତ ?
ଉ: ଆକାଶ ଗଙ୍ଗା ।
୪୩. ସୂର୍ଯ୍ୟ ନିହାରିକା କେନ୍ଦ୍ର ଚାରିପଟେ ଥରେ ଘୁରି ଆସିବାକୁ
କେତେ ସମୟ ନେଇଥାଏ ?
ଉ: ୨୫୦ ନିୟୁତ ବର୍ଷ ।
୪୪. ସୂର୍ଯ୍ୟହାରିକା କେନ୍ଦ୍ର ଚାରିପଟେ କେତେ ବେଗରେ ଘୁରୁଛି ?
ଉ: ୨୫୦ କି.ମି. ପ୍ରତି ସେକେଣ୍ଡ ।
୪୫, ପୃଥିବୀର ଓଜନ କେତେ ?
ଉ: ତ ପ୍ରାୟ ୫.୯୮. ୧୦ ୨୪ କି.ଗ୍ରା. ।
୪୬. ପୃଥିବୀର ବିଷୁବ ବ୍ୟାସ ଦୈର୍ଘ୍ୟ କେତେ ?
ଉ: ୧୨୭୫୬ କି.ମି. ।

୪୭. ପୃଥିବୀର ମେରୁ ବ୍ୟାସର ଦୈର୍ଘ୍ୟ କେତେ ?
ଉ: ୧୨୭ ୧୪ କି.ମି. ।
୪୮. ଚନ୍ଦ୍ର ପୃଷ୍ଠାରେ ଦିନ ବେଳେ ତାପମାତ୍ରା କେତେ ?
ଉ: ପ୍ରାୟ ୧୦୦ ଡିଗ୍ରୀ ସେଲସିୟସ ।
୪୯. ଚନ୍ଦ୍ର ପୃଷ୍ଠାରେ ରାତିର ତାପମାତ୍ରା କେତେ ?
ଉ: ୧୮୦ ଡିଗ୍ରୀ ସେଲସିୟସ ।
୫୦. ଚନ୍ଦ୍ର କିରଣ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ କେତେ ସମୟ
ଲାଗେ ?
ଉ: ୧, ୩ ସେକେଣ୍ଡ ।
୫୧. ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି କେତେ ?
ଉ: ପୃଥିବୀ ମାଧ୍ୟାକର୍ଷଣ ଶକ୍ତିର , ଅଂଶ ।
୫୨. ବୃହସ୍ପତିର ବ୍ୟାସ କେତେ ? |
ଉ: ' ୧୪୧୯୬୮ କି.ମି. ।
୫୩. ବୃହସ୍ପତିର ପରିକ୍ରମଣ ସମୟ କେତେ ?ଉ: ୧୨ ବର୍ଷ ।
୫୪. ପ୍ଲୁଟୋ ସୂର୍ଯ୍ୟଠାରୁ କେତେ ଦୂରରେ ଅବସ୍ଥିତ ?
ଉ: ୫୯୦୪. ୬ ନିୟୁତ କି.ମି. |
୫୫. ପ୍ଲୁଟୋର ବ୍ୟାସ କେତେ ?
ଉ: ୩୦୪୦ କି.ମି. ।
୫୬.   ପ୍ଲୁଟୋ  ରେ କେତେ ଘଣ୍ଟାରେ ଏକ ଦିନ ହୋଇଥାଏ ?
ଉ: । । ୧୫୩ ଘଣ୍ଟା ।
୫୭, ଶୁକ୍ରକେତେ ଦିନରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରେ ?
ଉ: ୨ ୨୫ ଦିନ ।
୫୮. ମଙ୍ଗଳର କେତୋଟି ପ୍ରକୃତିକ ଉପଗ୍ରହ ଅଛି ଓ ସେମାନଙ୍କର
ନାମ କ’ଣ ?
ଉ: ୨ ଟି, ଫୋକସ ଓ ଡିମସ୍ ।


୫୯. ମଙ୍ଗଳର ପରିକ୍ରମଣ କାଳ କେତେ ?
ଉ: ୬୮୭ ଦିନ ।
୬୦. ଭାଇକିଙ୍ଗ ଯାନ କେଉଁ ଗ୍ରହକୁ ପଠାଯାଇ ଥିଲା ?
ଉ: ମଙ୍ଗଳ ।
୬୧. ସୂର୍ଯ୍ୟର ବୟସ କେତେ ? ।
ଉ: ପ୍ରାୟ ୫୦୦ କୋଟି ବର୍ଷ ।
୬୨. ସୂର୍ଯ୍ୟ ଅଭ୍ୟନ୍ତରର ତାପମାତ୍ରା କେତେ ? :
ଉ: ୧୫ ନିୟୁତ ଡିଗ୍ରୀ ସେଲଭି ।।
୬୩. ସୂର୍ଯ୍ୟ ଓ ଛାୟାପଥ କେନ୍ଦ୍ର ମଧ୍ୟରେ ଦୂରତା କେତେ ? -
ଉ: ୩୨ ୦୦୦: ଆଲୋକ ବର୍ଷ ।

୬୪, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବାପରି ଦେଖାଯାଏ କାହିଁକି ?
ଉ: ପୃଥିବୀ ପଶ୍ଚିମରୁ ପୂର୍ବକୁ ପୁରୁ ଥିବାରୁ ।


୬୫. କେଉଁ ଦୁଇଟି ପୃଥିବୀର ନିକଟତମ ନକ୍ଷତ୍ର ?
ଉ: ସୂର୍ଯ୍ୟ ଓ ପ୍ରସିମା ସେଣ୍ଟାଉରୀ ।


୬୬. ସୂର୍ଯ୍ୟ କେଉଁ ଦିନ ପୃଥିବୀର ନିକଟତମ ହୋଇଥାଏ ?
ଉ: । ଜାନୁଆରୀ ୩ ତାରିଖ ଦିନ ।

୬୭. କେଉଁ ଦିନ ସୂର୍ଯ୍ୟ ଠାରୁ ପୃଥିବୀ ସବୁଠୁ ବେଶୀ ଦୂରରେ ଥାଏ ?
ଉ: ଜୁଲାଇ ୪ ତାରିଖ ଦିନ ।


୬୮. ପୃଥିବୀର କ୍ଷେତ୍ରଫଳ କେତେ ?
ଉ: ୫୧୦, ୧୦୦, ୫୦୦ ବର୍ଗ କି.ମି. ।
୬୯. ପୃଥିବୀର ବୟସ କେତେ ?
ଉ: ୪୬୦୦ ନିୟୁତ ବର୍ଷ ।
୭୦. ପୃଥବରେ ପଡିଥିବା ବୃହତମ ଉଲକା ପିଣ୍ଡର ନାମ କ’ଣ ?
ଉ: ଉଷୁରି ଉଲକା ।
୭୧. ଏହାର ଓଜନ କେତେ ଥିଲା ଏବଂ ଏହା କେଉଁ ଠାରେ ।
ପଡିଥିଲା ?
ଉ: ୧୭୪୫ କି.ଗ୍ରା, ରଷର ଭୁଡିଭୋସ୍ତକଠାରେ ।


୭୨. ପ୍ଲୁଟୋ କେତେ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷଣ କରେ ?
୨୪୮ ବର୍ଷ ।
୭୩. ବୁଧର ପରିକ୍ରମଣ ସମୟ କେତେ ?
ଉ: ୮୮ ଦିନ ।
୭୪. ବୁଧର ଆବର୍ତ୍ତନ ସମୟ କେତେ ?
ଉ: ୫୯ ଘଣ୍ଟା ।
୭୫.କେଉଁ ଗ୍ରହର ଗତି ସବୁଠାରୁ ଅଧିକ ?
ଉ: ବୁଧ ।
୭୬. ଶନି କେତେ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରେ ?
ଉ: ୨୯.୫ ବର୍ଷ ।
୭୭. ନେପଚ୍ୟୁନ ର ଏକ ଦିନରେ କେତେ ଘଣ୍ଟା ?
ଉ: ୧୬ ଘଣ୍ଟା ।
୭୮. ଚନ୍ଦ୍ରର ବ୍ୟାସ କେତେ ?
ଉ: ୩୪୭୫ କି.ମି. ।

୭୯, ପୃଥବୀ ଚନ୍ଦ୍ରର କେତେ ଗୁଣ ବଡ  ?
ଉ: ୪ ଗୁଣ ।
୮୦. ଚନ୍ଦ୍ର କେତେ ଦିନରେ ଥରେ ପୃଥିବୀକୁ ପରିକ୍ରମଣ କରେ ?
ଉ: ୨୭ ୧୮ ଦିନ ।
୮୧. କେଉଁ ତାରା ଦ୍ବାରା ଦିଗ ଓ ଅକ୍ଷାଂଶ ନିର୍ଣ୍ଣୟ କରାଯାଏ ?
ଉ: ଧ୍ରୁବତାରା ।

୮୨. କେଉଁ ଗ୍ରହରେ ସବୁଠାରୁ ସାନ ଦିନ ହୁଏ ?
ଉ: ବୃହସ୍ପତି, (୯ ଘ ୫୪ ମିନିଟ) ।
୮୩. ବୃହସ୍ପତି ପୃଥିବୀର କେତେ ଗୁଣ ବଡ ?
ଉ: ୧୦ ଗୁଣ ।
୮୪. ସୂର୍ଯ୍ୟର ବ୍ୟାସ ପୃଥିବୀ ବ୍ୟାସର କେତେ ଗୁଣ ?
ଉ: ପ୍ରାୟ ୧୧୦ ଗୁଣ ।
୮୫. ଚନ୍ଦ୍ର ଘଣ୍ଟାପ୍ରତି କେତେ କି.ମି. ବେଗରେ ପୃଥିବୀକୁ ପରିକ୍ରମଣ
କରିଥାଏ ?
ଉ: ୩୬୮୦ କି.ମି. ।
୮୬. ବିଂଶ ଶତାବ୍ଦୀର ବୈଜ୍ଞାନିକମାନେ କେଉଁ ଗ୍ରହକୁ ଆବିଷ୍କାର କରିଥିଲେ ?
ଉ: ପ୍ଲଟୋ
୮୭. କେଉଁ ଉପଗ୍ରହ ସୌର ଜଗତର ବୃହତମ ଉପଗ୍ରହ ?
ଉ: ଶନିର ଟିଟାନ ।
୮୮. କେଉଁ ଉପଗ୍ରହ ସୌର ଜଗତର କ୍ଷୁଦ୍ରତମ ଉପଗ୍ରହ ?
ଉ: ମଙ୍ଗଳର ଡେମୋସ୍ ।
୮୯. କେଉଁ ଯନ୍ତ୍ର ସାହାଯ୍ୟରେ ସୂର୍ଯ୍ୟ କିରଣ ମପାଯାଏ ?
ଉ: ପାଇର୍ହେଲି ମିଟର । ।
୯୦. ସୌର ଜଗତ ଉଜ୍ବଳତମ ଗ୍ରହ କିଏ ?
ଉ: ଶୁକ୍ର  ।
୯୧. ମଙ୍ଗଳ ଗ୍ରହର ଆବନ କାଳ କେତେ ?
ଉ: ୨୪ ଘ ୩୭ ମିନିଟ୍‌ ।
୯୨, କେଉଁ ଗ୍ରହ ଅନ୍ତୀ ଗ୍ରହମାନଙ୍କ ମଧ୍ୟରେ ବୃହତ୍ତମ ?
ଉ: ଶୁକ୍ର ।
୯୩. ୟୁରେସର ଆବର୍ତ୍ତନ କାଳ କେତେ ?
ଉ: ୧୦ ଘ ୪୯ ମି. ।
୯୪. କାହାକୁ ସମସ୍ତ ଶକ୍ତିର ଉତ୍ସ କୁହାଯାଏ ?
ଉ: ସୂର୍ଯ୍ୟ ।
୯୫. ଶନିର ଏକ ଦିନ ପୃଥିବୀର କେତେ ସମୟ ସହିତ ସମାନ
ଅଟେ ?
ଉ: ୧୦ ଘ ୧୪ ମିନିଟ୍ । ।

୯୬. ମଳ ମାସ କେତେ ବର୍ଷରେ ଥରେ ପଡେ ?
ଉ: ୩ ବର୍ଷ ।
୯୭. ମଳ ମାସ କାହିଁକି ହୁଏ ?
ଉ: ସୌର ବର୍ଷ ଓ ଚାନ୍ଦ୍ର ବର୍ଷ ମଧ୍ୟରେ ସମନ୍ନୟ ଆଣିବା ନିମିତ୍ତ ।
୯୮. ଏକ ଚାନ୍ଦ୍ର ବର୍ଷ କେତେ ଦିନ ?
ଉ: ୩୫୪ ଦିନ ।
୯୯, ଅଧ୍ୟବର୍ଷର ବିଶେଷତ୍ବ କଣ ?
ଉ: ଫେବୃୟାରୀ ମାସ ୨୯ ଦିନ ହୁଏ ।
୧୦୦, କେତେବର୍ଷରେ ଥରେ ଅଧୁବର୍ଷ ପଡେ ?
ଉ: ୪ ବର୍ଷ ।
୧୦୧. ଅନ୍ତୀ ଗ୍ରହ ମାନଙ୍କର ହାରାହାରି ସାନ୍ଦ୍ରତା କେତେ ?
ଉ: ୪ ବା ୫.୧୦ ୩ କି.ଗ୍ରା/ ଘ.ମି ।
୧୦ ୨. ବହି ଗ୍ରହ ମାନଙ୍କର ହାରାହାରି ସାନ୍ଦ୍ରତା କେତେ ?
ଉ:୧ ବ୍ୟ ୨.୧୦.୩ କି.ଗ୍ରା । ଘ.ମି । -
୧୦୩, ଉଲକା କଣ ? ଏହା କେଉଁ ଧାତୁରେ ତିଆରି ?
ଉ: ବାୟୁର ଏକ ବସ୍ତୁ । ଏବା ଲୁହା ଓ ନିକେଲରେ ଗଠିତ ।
୧୦୪, ଗ୍ରହାଣୁ ଗୁଡିକର ବ୍ୟାସ ସାଧାରଣତଃ କେତେ ଦୂରତା ମଧ୍ୟରେ ରହେ ?
ଉ: ୮ ରୁ ୮୫୦ କି.ମି ।

୧୦୫. ସୌର କଳଙ୍କ ସୂର୍ଯ୍ୟର କେଉଁ ଅଂଶରେ ଦେଖାଯାଏ ?
ଉ: ଆଲୋକ ମଣ୍ଡଳ ।
୧୦୬. ସୌର ପବନ କାହାର ସ୍ରୋତ ଅଟେ ?
ଉ: ଇଲେକଟ୍ରନ ଓ ପ୍ରୋଟନ ।

୧୦୭, ସୂର୍ଯ୍ୟଙ୍କୁ କେତୋଟି ସ୍ତରରେ ବିଭକ୍ତ କରାଯାଇଛି।
ଉ: ୪ଟି ଯଥା- ଆଲୋକମଣ୍ଡଳ, ବିଶୋକ ମଣ୍ଡଳ, ବଣ୍ଠ ମଣ୍ଡଳ
ଓ ଛଟା ମଣ୍ଡଳ ।

୧୦୮. ବର୍ଷ ମଣ୍ଡଳରେ ମୁଖ୍ୟତ କେଉଁ ଗ୍ୟାସ ଥାଏ ?
ଉ: ଉଦ୍‌ଯାନ ।
୧୦୯. ଧୂମକେତୁର ନିଉକ୍ଲିୟସର ବ୍ୟାସର ଦୈର୍ଘ୍ୟ କେତେ ?
ଉ: ପ୍ରାୟ ୧୦କି.ମି. ।
୧୧୦. ପୃଥିବୀ ସୃଷ୍ଟି ସମ୍ବନ୍ଧରେ ପ୍ରଚଳିତ ବୈଜ୍ଞାନିକ ମତବାଦ ଦ୍ଵୟ
କ’ଣ ? ।
ଉ: ବିଗ୍ ବ୍ୟାଙ୍ଗଓ ଷ୍ଟେଡି ଷ୍ଟେଟ୍ ।
୧୧୧. ବିଗ୍ ବ୍ୟାଙ୍ଗ ମତବାଦ ଅନୁସାରେ ପୃଥିବୀର ବୟସ କେତେ ?
ଉ: ୨୦ x ୨୦ ବର୍ଷ ।
୧୧୨. ଭାରତ ପ୍ରଥମେ କେଉଁ କୃତିମ ଉପଗ୍ରହ ନିର୍ମାଣ କରିଥିଲେ ?
ଉ: ଇନ୍ ସାଇଟ -୨ (କ) ।

୧୧୩.  ପ୍ରଥମ ମଣିଷ ବିହୀନ ମହାକାଶ ଯାନ କିଏ ?
ଉ: ହବଲ ଟେଲି ସ୍କାମ୍ । ।

୧୧୪. ମହାକାଶକୁ ଯାଇଥିବା ପ୍ରଥମ ପ୍ରାଣୀର ନାମ କଣ ?
ଉ: ‘ଲାଇକା ନାମକ ଏକ କୁକୁର ।

୧୧୫. ଲାଇକା କେବେ ଓ କେଉଁ ଯାନରେ ମହାକାଶକୁ ଯାଇଥିଲା ?
ଉ: ୧୯୫୭ ରେ ସ୍କୁଟନିକା – ୨ ରେ ।

୧୧୬. କିଏ ପ୍ରଥମେ ପୃଥିବୀର ବ୍ୟାସାର୍ଦ୍ଧ ମାପ କରିଥିଲେ ?
ଉ: ଇରାଟୋ ସ୍ଥିନିସ୍ ।

୧୧୭, କିଏ ପ୍ରଥମେ ତାରକା ଓ ଛାୟାପଥରୁ ଆସୁଥିବା ଆଲୋକର ।
ବିସ୍ଥାପନକୁ ଦେଲେ ?
ଉ: ବୈଜ୍ଞାନିକ ହବଲ ।

୧୧୮. ବିଶ୍ଵ ବିଷୟରେ ଗବେଷଣା ପାଇଁ କେଉଁ ୨ ପ୍ରକାର ଦୂରବୀକ୍ଷଣ ଯନ୍ତ୍ରର ସାହାର୍ଯ୍ୟ ନିଆଯାଏ ?
ଉ: ପ୍ରତିଫଳନ ଦୂରବୀକ୍ଷଣ ଓ ପ୍ରତିସରଣ ଦୂରବୀକ୍ଷଣ ।

୧୧୯, ପ୍ରତିସରଣ ଦୂରବୀକ୍ଷଣରେ କେଉଁ ପ୍ରକାର ଯବକାଚ ବ୍ୟବହୃତ
ହୁଏ ?
ଉ: ଉତ୍ତଳ ଯବକାଚ ।
୧ ୨୦. ଚନ୍ଦ୍ର ପୃଷ୍ଠରୁ ଆକାଶକୁ ଚାହିଲେ କିପରି ଦେଖାଯିବ ?
ଉ: କଳା ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.