1- ପୃଥିବୀ ପୃଷ୍ଠରେ କେତେଦୂର ଯାଏ ବାୟୁଣ୍ଡଳ ବ୍ୟାପି ରହିଛି?
ଉ:୧୬୦୦ କି.ମି.।
2- ବାୟୁରେ କେଉଁ ଗେସ୍ ପରିମାଣ ସର୍ବାଧିକ ?
ଉ: ଯବକ୍ଷାରଜାନ ।
୩- ବୟୁରେ ଥିବା ଦୁଇଟି ନିଷ୍କ୍ରିୟ ଗେସ୍ ର ନାମ କ'ଣ୍ ?
ଉ- ଯବକ୍ଷାରଜାନ ଓ ଆର୍ଗନ୍।
4-କେଉ ଗେସ୍ ବିଦ୍ୟୁତ୍ ବାଲବ୍ ରେ ଭର୍ତ୍ତି କରାଯାଏ ?
ଉ: ଅର୍ଗନ୍
5- ବାୟୁର କେଉଁ ସ୍ତର ବେତାର ତରଙ୍ଗ ସମ୍ପ୍ରସାରଣ ରେ ସାହାଯ୍ୟ କରେ ?
ଉ: ଅୟନୋସ୍ଫିୟର
6- ବାୟୁରଚାପକୁ କେଉଁ ଯନ୍ତ୍ର ରେ ମପାଯାଏ ?
ଉ: ବାରୋ ମିଟର ।
7- ବାୟୁର ବେଗକୁ କେଉ ଯନ୍ତ୍ର ରେ ମପା ଯାଏ ?
ଉ: ଅନିମୋ ମିଟର।
8- ପବନର ଦିଗ ମାପକ ଯନ୍ତ୍ର କୁ କଣ କୁହାଯାଏ ?
ଉ: ଉଇଣ୍ଡ ଭେନ୍ ବା ପବନ ଦିଗବାରେଣି ଯନ୍ତ୍ର।
9- ବାୟୁର ଆର୍ଦ୍ରତା କେଉଁ ଯନ୍ତ୍ର ରେ ମପା ଯାଏ ?
ଉ: ହାଏଗ୍ରୋମିଟର।
୧୦- ୧ ବର୍ଗ ସେମି ସ୍ଥାନ ପରିମିତ ଅଞ୍ଚଳରେ ବାୟୁର ଚାପ କେତେ ?
ଉ: ପ୍ରାୟ - ୧.୦୫ କିଗ୍ରା ।
୧୧- ତାପର ପରିମାଣ କେଉଁ ଥିରେ ମପାଯାଏ ?
ଉ: କେଲୋରୀ ମିଟର।
୧୨- ବୃଷ୍ଟିପାତ ର ପରିମାଣ କେଉଁ ରେ ମପା ଯାଏ ?
ଉ: ରନ୍ ଗଜ।
୧୩- ସମାନ ବାୟୁଚାପ ବିଶିଷ୍ଟ ସ୍ଥାନ ସମୂହକୁ ମାନଚିତ୍ର ରେ ଯୋଗ କରୁଥିବା ରେଖାକୁ କଣ୍ କୁହାଯାଏ ?
ଉ: ଆଇସୋବାର୍ ।
୧୪: ସମାନ ତାପମାତ୍ରା ଥିବା ସ୍ଥାନମାନଉକୁ ସଂ ଯୋଗ କରୁଥିବା ରେଖାକୁ କଣ୍ କୁହାଯାଏ ?
ଉ: ଆଇସୋଥର୍ମ।
୧୫- ବାୟୁର କେଉଁ ଉପାଦାନ ପୁଷ୍ଟିସାର ର ଏକ ମୁଖ୍ୟ ଉପାଦାନ ?
ଉ: ଯବକ୍ଷାରଜାନ ।
୧୬- ଆକାଶ କାହିଁକି ନୀଳ ଦେଖାଯାଏ ?
ଉ: ଧୂଲି କଣା ଯୋଗୁ ।
୧୭- କେଉଁ gas ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଏ ?
ଉ: ଅଙ୍ଗାରକାମ୍ଳ gas
୧୮- ବାୟୁ ମଣ୍ଡଳ ରେ ଥିବା ଜଳୀୟ ବାଷ୍ପ ର ପ୍ରଧାନ ଉପଯୋଗୀତା କଣ ?
ଉ: ଏହା ଯୋଗୁ ବୃଷ୍ଟିପାତ ସମ୍ଭବ ହୁଏ ।
୧୯- ବାୟୁର କେଉଁ ଉପାଦାନ ଅମ୍ଳଜାନ ର ଦହନ କ୍ରିୟା ହ୍ରାସ କରାଏ ?
ଉ: ଯବକ୍ଷାରଜାନ ।
୨୦ - ଥର୍ମୋ ମିଟର ରେ କେଉଁ gas ବ୍ୟବହାର କରାଯାଏ ?
ଉ: ହିଲିୟମ୍ ।
୨୧- ବାୟୁମଣ୍ଡଳରେ ଶତକଡ଼ା କେତେ ଭାଗ ଅମ୍ଳଜାନ ରହିଛି ?
ଉ: ୨୦.୬ ଭାଗ।
୨୨- ବିଶ୍ଵ ପାଣିପାଗ ପରିଷଦ କେଉଁଠି ଅବସ୍ଥିତ ?
ଉ: ଜେନେଭା।
୨୩- ପୃଥିବୀ ର ସବୁଠୁ ଉଷ୍ଣ ସ୍ଥାନ କିଏ ?
ଉ: ଆଲ ଆଜିଜିଆ ।
୨୪- ପୃଥିବୀର ଶୀତଳ ତମ ସ୍ଥାନ କିଏ ?
ଉ: ଭୋଷ୍ଟକ ( ଅଣ୍ଟାର୍କଟିକା)
୨୫- ସମୁଦ୍ର ବୁଡାଳୀ ମାନେ ସ୍ୱାଶକ୍ରୀୟା ପାଇଁ କେଉଁ gas ବ୍ୟବହାର କରନ୍ତି ?
ଉ: ଅମ୍ଳଜାନ ଓ ହିଲୀୟମ ର ମିଶ୍ରଣ ।
୨୬- ମହାକାଶ ରୁ ନିର୍ଗତ ଅତି ବାଇଗଣି ରଶ୍ମି ବାୟୁମଣ୍ଡଳର କେଉଁ ସ୍ଥରରେ ଅବରୋଧ ହୋଇଥାଏ ?
ଉ: ଓଜନସ୍ତର ।
୨୭- ଭାରତର ପ୍ରଥମ ବିମାନ ସେବା ସଂସ୍ଥା କେବେ ଆରମ୍ଭ ହୋଇଥିଲା ?
ଉ: ୧୯୩୨ ଅକ୍ଟୋବର ୧୫ ।
୨୮- କେଉଁ ରଶ୍ମି ର ପ୍ରଭାବରେ ଚର୍ମ କର୍କଟ ହୁଏ ?
ଉ: ଅତି ବାଇଗଣି ।
୨୯- ପୃଥିବୀର ଅଭ୍ୟନ୍ତର କହାଦ୍ଵାରା ଗଠିତ ?
ଉ: ସିଆଲ୍।
୩୦- ଇନ୍ଦ୍ରଧନୁ ର ଦୁଇ ପାଖରେ କି କି ରଙ୍ଗ ଥାଏ ?
ଉ: ବାଇଗଣି ଓ ଲାଲ ।
୩୧- ପୃଥିବୀର ପ୍ରାୟ କେତେ ଭାଗ ଜଳଭାଗ ?
ଉ: ଶତକଡ଼ା ୭୧ ଭାଗ ।
୩୨- ଜଳପଥରେ ଦୂରତା ମପିବାର ଏକକ କଣ୍ ?
ଉ: ନାଟିକା ଲ ।
୩୩- ଭୂମିକମ୍ପ କାହିଁକି ହୁଏ ?
ଉ: ଭୂତ୍ୱକର ଚଳନ ହେତୁ ।
୩୪- ଭୂମିକମ୍ପ ର ଉତ୍ପତ୍ତି ସ୍ଥାନକୁ କଣ୍ କହନ୍ତି ?
ଉ: ସିଶୀମିକ୍ ଫୋକସ୍ ।
୩୫- ପୃଥିବୀର କେନ୍ଦ୍ରରେ କୌଣସି ବସ୍ତୁର ଓଜନ କେତେ ?
ଉ: ଶୂନ୍ୟ କି.ଗ୍ର.
୩୬- ଏକଡ଼ିଗ୍ରି ଅକ୍ଷାଂଶ କେତେ କିଲୋମଟର ?
ଉ: ୧୧୧ କିଲୋମଟର ।
୩୭- ସ୍ମଗ୍ କଣ୍ ?
ଉ: ବାୟୁମଣ୍ଡଳରେ ଆଚ୍ଛାଦିତ ଥିବା ବିଭିନ୍ନ ପ୍ରଦୂଷକର ସମ୍ମିଶ୍ରଣ ।
୩୮- ବାୟୁରେ ଶତକଡ଼ା କେତେ ଭାଗ ଜଳୀୟ ବାଷ୍ପ ରହିଛି ?
୧.୪ ଭାଗ ।
୩୯- ବାୟୁ ରେ ଯବକ୍ଷାରଜାନ ର ପରିମାଣ କେତେ ?
ଉ: ୭୭.୧୬%
୪୦- ବାୟୁମଣ୍ଡଳରେ କେଉଁ ସ୍ଥରରେ ପାଣିପାଗର ସମସ୍ତ ପରିବର୍ତ୍ତନ ହୋଇଥାଏ ?
ଉ: ଟ୍ରପୋସ୍ଫିୟର ।
୪୧- ପୃଥିବୀ ପୃଷ୍ଠାରୁ କେତେ ଉଚ୍ଚତା ମଧ୍ୟରେ ଟ୍ରପୋସ୍ଫିୟର ରହିଥାଏ ?
ଉ: ୫୦.୫୫ କିଲୋମଟର ।
୪୨- ବାୟୁମଣ୍ଡଳର ସର୍ଵଚ ସ୍ଥର କିଏ ?
ଉ: ଥର୍ମସ୍ଫିୟର ।
୪୩- ଜୀବ ଜଗତ ପ୍ରଥମେ କେଉଁ ଠାରେ ସୃଷ୍ଟି ହୋଇଥିଲା ?
ଉ: ବାରିମଣ୍ଡଳ
୪୪- ପୃଥିବୀର କୋରରେ କେଉଁ ଧାତୁ ସବୁ ତରଳ ଅବସ୍ଥାରେ ଥାଏ ?
ଉ: ଲୁହ ଓ ନିକେଲ୍ ।
୪୫- କେଉଁ gas ଚୂନ ପାଣିକୁ ଧଳା କରିଦିଏ ?
ଉ: ଅଙ୍ଗାରକାମ୍ଳ gas ।
୪୬- ବାୟୁର ଚାପ କମିଲେ କଣ୍ ହେବାର ସୂଚନା ମିଳେ ?
ଉ: ଝଡ଼ ବା ବର୍ଷା ।
୪୭- କେଉଁ କେଉଁ gas ବାୟୁ ପ୍ରଦୂଷଣ କରିଥାଏ ?
ଉ: କାର୍ବନ ମନୋକ୍ ସାଇଡ୍ , କାର୍ବନ ଡାଇଅକ୍ ସାଇଡ୍, ସଲ୍ଫର ଡାଇଅକ୍ ସାଇଡ୍ ଆମୋନିଆ ।
୪୮- ମରୁଭୂମି ଆକାଶରେ ମେଘ ଥାଇ ମଧ୍ୟ ବର୍ଷା ହୁଏ ନାହିଁ କାହିଁକି ?
ଉ: ବାୟୁର ଆଦ୍ରତା କମ୍ ଥିବା ଯୋଗୁ ।
୪୯- ଆଲୋକର ଗତି ପ୍ରଥମେ କିଏ ମପିଥିଲେ ?
ଉ: ରୋମ ର ।
୫୦- ରାଡ଼ା ର ରେ କେଉଁ ତରଙ୍ଗର ଉପଯୋଗ କରାଯାଇଶତ୍ରୁ ବିମାନର ସନ୍ଧାନ ନିଆଯାଏ ?
ଉ: ରେଡ଼ିଓ ତରଙ୍ଗ ।
୫୧- ଶ୍ୱାସକ୍ରିୟା କି ପ୍ରକାର ଦହନ ?
ଉ: ମୃଦୁ ଦହନ।
୫୨- ଭାରତର ବିମାନ ଚଳାଚଳର ଜନକ କାହାକୁ କୁହାଯାଏ ?
ଉ: ଜେ. ଆର୍. ଡି. ଟାଟା ।
୫୩- ପୃଥିବୀର ପ୍ରଥମ ଆକାଶ ଛତା ଅବତରଣ କେବେ ଏବଂ କାହା ଦ୍ଵାରା ହୋଇଥିଲା ?
ଉ: ୧୯୧୨ ମାର୍ଚ୍ଚ ୧ ରେ କେପ ଟେନ ବେରୀ ଙ୍କ ଦ୍ଵାରା ।
୫୪- ଗୋବର ଗେସ୍ ରେ ମିଥେନ୍ ଗେସ୍ ର ପରିମାଣ କେତେ ?
ଉ: ୬୫% ।
୫୫- କେନ୍ଦ୍ରୀୟ ଖଣିଜ ଗବେଷଣା ପ୍ରତିଷ୍ଠାନ କେଉଁ ଠାରେ ଅବସ୍ଥିତ ?
ଉ: ଧାନବାଦ ( ଝାଡ଼ଖଣ୍ଡ ) ।
୫୬- କେଉଁ କୋଇଲା ଜଳିଲେ ଧୁଆଁ ବାହାରେ ନାହିଁ ?
ଉ: ଆନ୍ଥ୍ରାସାଇଟ୍ ।
୫୭- କୋଇଲା କେତେ ପ୍ରକାର ଓ କଣ୍ କଣ୍ ?
ଉ: ୪ ପ୍ରକାର ଯଥା - ପିଟ୍ , ଲିଗ୍ନାଇଟ୍, ଆନ୍ଥ୍ରାସାଇଟ୍ , ବିଟୁ ମିନସ୍ ।
୫୮- ଭାରତର କେଉଁ ରାଜ୍ୟରେ ବେଶୀ ପବନ କଳ ଆଛି ?
ଉ: କର୍ଣ୍ଣାଟକ ।
୫୯- ପୃଥିବୀରେ କେଉଁ ଦେଶରେ ବେଶୀ ପବନ କଳ ଆଛି ?
ଉ: ଡେନମାର୍କ o ନେଦରଲାଣ୍ଡ ।
୬୦- କୃଷ୍ଣ ହୀରକ କାହାକୁ କୁହାଯାଏ ?
ଉ: କୋଇଲା ।
Please do not enter spam link in the comment box